ନବରଙ୍ଗପୁର ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷାର ପ୍ରଥମ ଦିନରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ସ୍ତରରୁ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ଡ୍ରପ ଆଉଟ ରହିଥିବା ବେଳେ ଏବେ ପୁଣି ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଦିନରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ। ଗତ ୨୦୨୨ ଦଶମ ବୋର୍ଡ ପରୀକ୍ଷା ରେ ୨୧୫୫ ଜଣ ଛାତ୍ରଛାତ୍ରୀ ଡ୍ରପ ହେବା ପରେ ଡ୍ରପ ହାର ୧୪ ପ୍ରତିଶତ ରହିଥିଲା। ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗତ ବର୍ଷ ଅପେକ୍ଷା ଚଳିତ ପରୀକ୍ଷାରେ … Continue reading ନବରଙ୍ଗପୁର ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷାର ପ୍ରଥମ ଦିନରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ